Home Oriya Odia Dictionary

Download Oriya Odia Dictionary APP

Please Oriya Odia Meaning

କୃପାକରି, ଖୁସି ଲାଗିବା, ଦୟାକରି, ଦୟାପରବେଶ ହୋଇ, ଦୟାପୂର୍ବକ, ଭଲ ଲାଗିବା, ସୁଖଦ ଲାଗିବା

Definition

ଦୟା ସହ ବା ଦୟା କରି
ସହମତ ହେବା
କୃପା କରି

Example

ମାନ୍ୟବର, ଦୟାପୂର୍ବକ କଷ୍ଟକରି ମୋ କାମଟିକୁ କରିଦେବେ
ମୁଁ ଆପଣଙ୍କ କଥା ମାନୁଛି
ଦୟାକରି ଆପଣ ମୋର ଏହି କାମ କରି ଦିଅନ୍ତୁ