Plight Oriya Odia Meaning
ଖରାପ ସମୟ, ଦୁର୍ଦଶା, ପକ୍କା କରିବା, ପଣ କରିବା, ପ୍ରତିଜ୍ଞା କରିବା, ସ୍ଥିର କରିବା
Definition
ଦୃଢ଼ତା ବା ପ୍ରତିଜ୍ଞା ପୂର୍ବକ କୌଣସି କାମକୁ କରିବା ବା ନକରିବା ନିମନ୍ତେ କାହାକୁ କହିବା
ଖରାପ ଦଶା ବା ଅବସ୍ଥା
କିଛି କରିବା ବା ନ କରିବା ସମ୍ବନ୍ଧରେ ପକ୍କା ନିଷ୍ପତ୍ତି ନେବା
Example
ଭୀଷ୍ମ ଆଜୀବନ ବ୍ରହ୍ମଚାରୀ ରହିବା ନିମନ୍ତେ ସତ୍ୟାବତୀଙ୍କ ନିକଟରେ ପ୍ରତିଜ୍ଞା କଲେ
ତାହାର ଦୁର୍ଦ୍ଦଶା ଦେଖିନପାରି ମୁଁ ତାକୁ ନିଜ ଘରେ ଜାଗା ଦେଲି
ଭୀଷ୍ମ ପ୍ରତିଜ୍ଞା କରିଥିଲେ ଯେ ସେ ଆଜୀବନ ବ୍ରହ୍ମଚର୍ୟ ବ୍ରତ ପାଳନ କରିବେ
Crowing in Oriya OdiaUndress in Oriya OdiaDiameter in Oriya OdiaTransference in Oriya OdiaYachting in Oriya OdiaInfantile in Oriya OdiaSpeed Indicator in Oriya OdiaDissever in Oriya OdiaMake Merry in Oriya OdiaComputation in Oriya OdiaImpotency in Oriya OdiaPipe Down in Oriya OdiaPlot in Oriya OdiaBookstore in Oriya OdiaPocket in Oriya OdiaRecord in Oriya OdiaLevel in Oriya OdiaCurse in Oriya OdiaStroll in Oriya OdiaHooter in Oriya Odia