Home Oriya Odia Dictionary

Download Oriya Odia Dictionary APP

Plunder Oriya Odia Meaning

ଅପହରଣ କରିବା, ଲୁଟପାଟ କରିବା, ଲୋଟିବା

Definition

ଠକି ଦେଇ ଜିନିଷ ନେଇ ଯିବା
ଲୁଟିବା କ୍ରିୟା ବା ଭାବ
ଲୋକଙ୍କୁ ମାରପିଟକରି ସେମାନଙ୍କର ଧନ ଛଡ଼ାଇବାର ପ୍ରକ୍ରିୟା
କାହାଠାରୁ ଜବରଦସ୍ତି ବା ଡରାଇଧମକାଇ ତାହାର କୌଣସି ବସ୍ତୁକୁ ନେଇଯିବା
ବହୁତ ଦାମ ନେବା
କାହାକୁ ନିଜ ଆଡ଼କୁ ଆକର୍ଷିତ କରିବା
କା

Example

ସେ ଲୋକଙ୍କୁ ଠକେ
ଡାକୁ ଧନୀର ଘର ଲୁଟ କରି ଚାଲିଗଲେ
ଡାକୁମାନେ ଠାକୁରଙ୍କ ଘରେ ପଶି ବହୁତ ଲୁଟପାଟ କଲେ
ଏହି ରାସ୍ତାରେ ଚୋରମାନେ ବାଟୋଇମାନଙ୍କଠାରୁ ଲୁଟପାଟ କରନ୍ତି
ଆଜିକାଲି ଛୁଆଙ୍କୁ ପ୍ରବେଶ କରାଇବାପାଇଁ ଡୋନେଶନ ନାମରେ ଶିକ୍ଷଣ ସଂସ୍ଥାଗୁଡ଼ିକ ଲୁଟୁଛନ୍ତି