Home Oriya Odia Dictionary

Download Oriya Odia Dictionary APP

Plural Oriya Odia Meaning

ବହୁବଚନ

Definition


ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
ଏକ ରୁ ଅଧିକ
ବ୍ୟାକରଣରେ ଏକରୁ ଅଧିକ ବ୍ୟକ୍ତି ବା ବସ୍ତୁଗୁଡ଼ିକୁ ବୁଝାଉଥିବା ବଚନ

Example

ପୁସ୍ତକାଳୟରେ ପୁସ୍ତକଗୁଡ଼ିକ ସଜ୍ଜିତ ହୋଇଅଛି- ଏହି ବାକ୍ୟରେ ପୁସ୍ତକଗୁଡ଼ିକ ବହୁବଚନ