Home Oriya Odia Dictionary

Download Oriya Odia Dictionary APP

Poised Oriya Odia Meaning

ସଂଯମଶୀଳ, ସଂଯମୀ

Definition

ଯେ ନିୟମ ପାଳନ କରୁଛି
ଯାହା ପାଚିଛି
ଯେ ସଂଯମ ବା ପଥ୍ୟର ଆଶ୍ରୟରେ ରହିଥାଏ
ଯାହା କାମରେ ଆସିବାପାଇଁ ପୂରାପୂରି ଠିକ୍‌ ବା ଉପଯୁକ୍ତ ହୋଇଯାଇଛି
ଯିଏ ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖେ ବା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରୁଥିବା ଲୋକ
ବରାବର ବା ଉଚିତ
କୌଣସି କାମ

Example

ନିୟମୀ ବ୍ୟକ୍ତି ହିଁ ସମାଜକୁ ଗୋଟିଏ ଉତ୍ତମ ମାର୍ଗ ଦେଖାଇପାରନ୍ତି
ସେ ପାଚିଲା ଆମ୍ବ ଖାଉଛି
ସଂଯମୀ ବ୍ୟକ୍ତି କେବେ ରୋଗର ଶୀକାର ହୁଏନାହିଁ
ପ୍ରସ୍ତୁତ ଜିନିଷ ଗୋଦାମରେ ରଖାଯାଇଛି