Home Oriya Odia Dictionary

Download Oriya Odia Dictionary APP

Poisonous Oriya Odia Meaning

ଜହରିଆ, ବିଷଯୁକ୍ତ, ବିଷାକ୍ତ

Definition

ଯାହା ବିଷରେ ପରିପୂର୍ଣ୍ଣ
ଯେଉଁଥିରେ ବିଷ ଅଛି (ଜୀବ)
ଯାହାର ପ୍ରଭାବ ବିଷ ପରି
ବିଷରେ ବୁଡ଼ା ହୋଇଥିବା
ବିଷରେ ବୁଡ଼ା ହୋଇଥିବା ଶର

Example

ବିଷାକ୍ତ ଖାଦ୍ୟଖାଇ ଚାରିଜଣ ଲୋକଙ୍କର ମୃତ୍ୟୁ ହେଲା
ଗୋଖର ସାପ ଦଂଶିବାରୁ କୃଷକର ମୃତ୍ୟୁ ହୋଇଗଲା
ତାଙ୍କ ମୃତ୍ୟୁ ବିଷାକ୍ତ ଔଷଧ ସେବନଦ୍ୱାରା ହୋଇଥିଲା
ଶିକାରୀ ବିଷାକ୍ତ ବାଣରେ ଶିକାରକୁ ଧରାଶାୟୀ କରିଦ