Home Oriya Odia Dictionary

Download Oriya Odia Dictionary APP

Polar Oriya Odia Meaning

ଧ୍ରୁବୀ, ଧ୍ରୁବୀୟ, ପ୍ରତିପକ୍ଷ, ପ୍ରତିପକ୍ଷୀୟ, ବିପକ୍ଷ, ବିପକ୍ଷୀୟ

Definition

ଯିଏ ବିପକ୍ଷ ସହ ସମ୍ବଦ୍ଧିତ ବା ବିପକ୍ଷର
ଯିଏ କ୍ରମ, ମାନ୍ୟତାଆଦି ବିଚାରରେ କାହାର ବିରୁଦ୍ଧ ବା ଅନ୍ୟ ପକ୍ଷରେ ପଡ଼ିଥାଏ
ଯାହା ଅନୁକୂଳ ନୁହେଁ ବା ହିତ ସାଧନରେ ସହାୟକ ନୁହେଁ
ଯେ ପ୍ରକୃତି, ପ୍ରବୃତ୍ତି, ସ୍ଥିତିଆଦିର ବିଚାରରେ ଅନ୍ୟର ପକ୍ଷ ଗ୍ରହଣ କରେ

Example

ଆଜି ସଂଧ୍ୟାବେଳେ ବିପକ୍ଷ ଦଳର ବୈଠକ ହେଉଛି
ସେ ଦୁଇଜଣ ବିପରୀତ ବିଚାରଧାରାର ହୋଇ ମଧ୍ୟ ଭଲ ମିତ୍ର
ପରିସ୍ଥିତି ପ୍ରତିକୂଳ ହେବା ଦେଖି ସେ ଉଠି ଚାଲିଗଲା
ମୁଁ ତାକୁ ଯାହା କହେ ସେ ତାର ଠିକ୍‌ ବିପର