Home Oriya Odia Dictionary

Download Oriya Odia Dictionary APP

Politics Oriya Odia Meaning

ରାଜନୀତି

Definition

ରାଜ୍ୟର ଯେଉଁ ନୀତି ଅନୁସାରେ ପ୍ରଜା ଶାସନ ଏବଂ ପାଳନ ତଥା ଅନ୍ୟ ରାଜ୍ୟ ସହିତ ବ୍ୟବହାର କରାଯାଏ
ଯେଉଁ ଶାସ୍ତ୍ରରେ ରାଜନୀତି ସମ୍ପର୍କରେ ଅଧ୍ୟୟନ କରାଯାଏ
କ୍ଷମତା ସହ ସମ୍ବନ୍ଧିତ

Example

ରାଜନୀତିରେ କାହାଉପରେ ବିଶ୍ୱାସ କରାଯାଇ ନ ପାରେ
ଭୂପେନ୍ଦ୍ର ରାଜନିତୀବିଜ୍ଞାନରେ ଜଣେ ସ୍ନାତକ
ଶିକ୍ଷା କ୍ଷେତ୍ରରେ ହେଉଥିବା ରାଜନୀତି କାରଣରୁ ଶିକ୍ଷାକର୍ମ ଖରାପ ହୋଇଗଲାଣି