Home Oriya Odia Dictionary

Download Oriya Odia Dictionary APP

Pollen Oriya Odia Meaning

ପରାଗକଣ, ପୁଷ୍ପ ପରାଗ, ପୁଷ୍ପରଜ, ପୁଷ୍ପରେଣୁ, ମଧୁଲିକା, ରଜକଣ

Definition

ଫୁଲର ଲମ୍ବା କେଶରଗୁଡ଼ିକ ଉପରେ ଜମାହୋଇଥିବା ଧୂଳି ବା ପୁଷ୍ପରେଣୁ

Example

ପ୍ରଜାପତି ପୁଷ୍ପରେଣୁକୁ ଗୋଟିଏ ଫୁଲରୁ ଅନ୍ୟ ଫୁଲ ପର୍ଯ୍ୟନ୍ତ ନେଇଯାଏ