Home Oriya Odia Dictionary

Download Oriya Odia Dictionary APP

Populace Oriya Odia Meaning

ଜଗତ, ଦୁନିଆ, ବିଶ୍ୱ, ଲୋକ, ସଂସାର

Definition

ଯେଉଁ ସ୍ଥାନରେ କିଛି ଲୋକ ଘର ତିଆରିକରି ରହିଥାଆନ୍ତି
କୌଣସି ନଗର କିମ୍ବା ଦେଶଆଦିରେ ବାସକରୁଥିବା ମନୁଷ୍ୟମାନଙ୍କର ମୋଟ ସଂଖ୍ୟା
ଯେଉଁ ଭୂମିରେ ଖେତ କରାଯାଏ ବା କୃଷିଯୋଗ୍ୟ ଭୂମି
ବାସକରିବା କ୍ରିୟା ବା ଅବସ୍ଥା
କୌଣସି ସ୍ଥାନରେ ବାସକରୁଥିବା ସମସ୍ତ ବ୍ୟକ୍ତି ବ

Example

ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି
ଭାରତର ପାର୍ବତୀୟ କ୍ଷେତ୍ରରେ ଚାଷଜମି କମ୍‌ ଥାଏ
ଭୂକମ୍ପଦ୍ୱାରା ଘନ ବସତି କ୍ଷେତ୍ରଗୁଡ଼ିକର ବହୁତ କ୍ଷୟକ୍ଷତି ହୋଇଛି
ଭାରତରେ ବାଘଙ୍କର ଜନସଂଖ୍ୟା ଦିନକୁଦିନ କମୁଛି