Home Oriya Odia Dictionary

Download Oriya Odia Dictionary APP

Populate Oriya Odia Meaning

ଆଶ୍ରୟ ଦେବା, ବସବାସ କରିବା, ବସାଇବା, ସ୍ଥାପନ କରିବା

Definition

ଯେଉଁ କନାରେ ବହି ଓ ହିସାବଖାତାଆଦି ବନ୍ଧାଯାଏ ବା ବାନ୍ଧି ରଖାଯାଏ
ବସବାସ କରିବାପାଇଁ ଜାଗା ଦେବା ବା ବସବାସ କରିବାପାଇଁ ପ୍ରବୃତ୍ତ କରିବା
କୌଣସି ବସ୍ତୁରୁ ଖରାପ ଗନ୍ଧ ବାହାରିବା
କୌଣସି ସ୍ଥାନରେ ସ୍ଥାୟୀ ରୂପରେ ବାସ କରିବା

Example

ଜେଜେବାପା ରସିଦଗୁଡ଼ିକୁ ବସ୍ତାନିରେ ବାନ୍ଧି ରଖନ୍ତି
ନଳା ପାଣି ଗନ୍ଧ ହେଉଛି
ତାଙ୍କ ଭାଇ ଆମେରିକାରେ ରହନ୍ତି
ଏହି ସ୍ଥାନରେ କେବେଠାରୁ ଲୋକେ ବସବାସ କଲେଣି ?
ସେ ଏଠାରେ କେତେମାସହେଲା ରହୁଛି
ଏହି ନଗର ଗଂଙ୍ଗା କୂଳରେ ଗଢ଼ିଉଠିଛି