Porter Oriya Odia Meaning
ଦଣ୍ଡୁଆସୀ, ଦରବାନ, ଦ୍ୱାରପାଳକ, ଦ୍ୱାରୀ
Definition
ଶସ୍ୟ ଓଜନ କରୁଥିବା ବ୍ୟକ୍ତି
ଷ୍ଟେସନରେ ଯାତ୍ରୀମାନଙ୍କ ଜିନିଷ ଗାଡ଼ିରେ ଚଢ଼ାଇବା ବା ଓହ୍ଲାଇବା କାମ କରୁଥିବା ଶ୍ରମିକ
ଦ୍ୱାର ଜଗୁଥିବା ଜଗୁଆଳୀ
ଶସ୍ୟ ଆଦିର ବସ୍ତା ବୋହିବା ବା କୌଣସି ଗାଡ଼ି ଉପରେ ଲଦୁଥିବା ମଜୁରିଆ
Example
ବାପା ତୌଳିକଦ୍ୱାରା ଧାନ ମାପ କରୁଥିଲେ
ରେଳଗାଡ଼ି ଅଟକିବା ମାତ୍ରେ କୁଲି ଡବାଆଡ଼କୁ ଦୌଡ଼ିଲେ
ଆଗନ୍ତୁକଙ୍କପାଇଁ ଦରୁଆନ ଗେଟ ଖୋଲିଲା
ମୋଟିଆ ଧାନ ବସ୍ତାଗୁଡିକୁ ଟ୍ରକ ଉପରେ ଲଦୁଛି
Fundamental Law in Oriya OdiaCommon Fig in Oriya OdiaWhisper in Oriya OdiaSuffer in Oriya OdiaTemperament in Oriya OdiaCholer in Oriya OdiaHit in Oriya OdiaSleepy in Oriya OdiaCrumple in Oriya OdiaPharisaical in Oriya OdiaFloat in Oriya OdiaUrinary Tract in Oriya OdiaPlant in Oriya OdiaSpringtime in Oriya OdiaSubcontinent in Oriya OdiaRangifer Tarandus in Oriya OdiaHorn in Oriya OdiaUttermost in Oriya OdiaRailroad Line in Oriya OdiaBud in Oriya Odia