Home Oriya Odia Dictionary

Download Oriya Odia Dictionary APP

Potter's Wheel Oriya Odia Meaning

କୁମ୍ଭାର ଚକ, ଚକ

Definition

ଯେଉଁ କୀଳକ ଉପରେ ଘୁରୁଥିବା ଚକ୍ର ଉପରେ କୁମ୍ଭାର ହାଣ୍ଡିମାଠିଆ ତିଆରି କରେ
ଗାଡ଼ି ବା କଳଆଦିରେ ଲଗାଯାଉଥିବା ଯେଉଁ ଚକ ଘୁରିଲେ ଗାଡ଼ି ବା କଳ ଚାଲେ
ଏକ ପ୍ରକାର ଗୋଲାକାର ମଙ୍ଗଧରା ଦଣ୍ଡ

Example

କୁମ୍ଭାର ହାଣ୍ଡିମାଠିଆ ତିଆରି କରିବାପାଇଁ କୁମ୍ଭାରଚକକୁ ଘୁରାଇଲା
ଏହି ଗାଡ଼ିର ଆଗ ଚକଟି ଖରାପ ହୋଇଯାଇଛି
ହ୍ୱୀଲଦ୍ୱାରା ଜଳଯାନର ମଙ୍ଗକୁ ନିୟନ୍ତ୍ରଣ କରାଯାଏ