Home Oriya Odia Dictionary

Download Oriya Odia Dictionary APP

Powderise Oriya Odia Meaning

ଗୁଣ୍ଡହେବା, ଚୂନା କରିବା, ଚୂର୍ଣ୍ଣହେବା, ପେଷିବା, ଭଗ୍ନହେବା

Definition

ଅତ୍ୟଧିକ ପରିଶ୍ରମ କରାଇବା
ପେଷା ଯାଉଥିବା ଦ୍ରବ୍ୟ
ପାଣିର ସହାୟତାରେ ରଗଡ଼ିକରି ପାଲିସ୍‌ କରିବା
କୌଣସି ବସ୍ତୁକୁ ରଗଡ଼ିକରି ଚୂନା କରିବା
ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ

Example

ଠିକାଦାରମାନେ ଶ୍ରମିକମାନଙ୍କୁ ସାରାଦିନ ଖଟାନ୍ତି କିନ୍ତୁ ଉଚିତ୍‌ ମଜୁରି ଦିଅନ୍ତି ନାହିଁ
ରାମୁ ପେଷିବା ନିମନ୍ତେ ପେଷଣକୁ ଅଖାରେ ଭର୍ତ୍ତି କରୁଥିଲା
ସେ ଶିଳରେ ମସଲା ବାଟୁଛି
ସେ ଗହମ ପେଷୁଛି
ସେ ସାପର ମୁଣ୍ଡକୁ ଦଳୁଛି