Home Oriya Odia Dictionary

Download Oriya Odia Dictionary APP

Powerless Oriya Odia Meaning

ଅଧିକାରହୀନ

Definition

ଯିଏ ଅଧିକାରରେ ହୀନ
ଯେ ଏମିତି ଅବସ୍ଥାରେ ଅଛି କି ଇଚ୍ଛା ହେଲେବି ସେ କିଛି କରିପାରୁନାହିଁ
ଯେଉଁଥିରେ କ୍ଷମତା ବା ଶକ୍ତି ନାହିଁ
ବଳ କିମ୍ବା ଶକ୍ତି ନ ଥିବା

Example

ଅଧିକାରହୀନ ବ୍ୟକ୍ତି ଚାହିଁଲେ ବି କିଛି କରିପାରେ ନାହିଁ
ମୁ ଏହି କାମକରିବାକୁ ବିବଶ ହେଉଛି
ବଳହୀନ ଲୋକଉପରେ ଅତ୍ୟାଚାର କରିବା ଉଚିତନୁହେଁ