Home Oriya Odia Dictionary

Download Oriya Odia Dictionary APP

Practise Oriya Odia Meaning

ଅଭ୍ୟାସ କରିବା, ବାରମ୍ବାର କରିବା, ସାଧନା କରିବା, ସିଦ୍ଧହସ୍ତ ହେବା, ସିଦ୍ଧିଲାଭ କରିବା

Definition

ପୂର୍ଣ୍ଣତା ବା ଦକ୍ଷତା ପାଇବା ନିମନ୍ତେ ବାରମ୍ବାର ଗୋଟିଏ କାମର ସାଧନା
ସେହି ପ୍ରକୃତି ଯାହା ବ୍ୟବହାରର ଲଗାତର ପ୍ରୟାସରେ ମିଳିଥାଏ
ମୁଖସ୍ତକରିବାପାଇଁ ବାରମ୍ବାର କହିବା ବା ପଢ଼ିବା

Example

ନିରନ୍ତର ଅଭ୍ୟାସରେ ଦକ୍ଷତା ମିଳିପାରେ
ପ୍ରତିଦିନ ସକାଳେ ଜଲ୍‌ଦି ଉଠିବା ତାର ଅଭ୍ୟାସ / ଝଗଡ଼ା ଲଗେଇବା ତାହାର ଅଭ୍ୟାସ
ପିଲାମାନେ ପଣକିଆ ଡାକୁଛନ୍ତି
ଅଭ୍ୟାସରେ କୌଣସି ଦୁଷ୍କର ବିଷୟକୁ ସିଦ୍ଧ କରୁଥିବା କାର୍ଯ୍ୟର ବର୍ଣ୍ଣନା କରାଯାଏ