Home Oriya Odia Dictionary

Download Oriya Odia Dictionary APP

Prattle Oriya Odia Meaning

ଅଯଥା କଥା କହିବା, ବକ୍‌ ବକ୍‌ ହେବା, ବକ୍‌ବକ୍‌ କରିବା

Definition

ପ୍ରସନ୍ନ ହୋଇ ଅଧିକ କହିବା
ପକ୍ଷୀମାନେ ଆନନ୍ଦିତ ହୋଇ ମଧୁର ଶଦ୍ଦ କରିବା
ଖୁବ୍ ବେଶି ଅଯଥା କଥା କହିବା

Example

ପିଲାଟି ମା କୋଳରେ କୁରୁଳୁଛି
ବଗିଚାରେ ପକ୍ଷୀ କଳରବ କରୁଛନ୍ତି
ସେ ଦିନ ସାରା ଅଯଥାରେ ବକବକ୍‌ ହେଉଛି