Home Oriya Odia Dictionary

Download Oriya Odia Dictionary APP

Prayer Oriya Odia Meaning

ଅନୁନୟ, ଅନୁରୋଧ, ନିବେଦନ, ପ୍ରାର୍ଥନା, ବନ୍ଦନା, ବିନୟ, ବୀନତି, ମାଗଣ, ଯାଚନା, ସ୍ତୁତି

Definition

ଭକ୍ତିର ନଅ ଭେଦ ସମୂହରୁ ଗୋଟିଏ, ଯେଉଁଥିରେ ଉପାସକ ନିଜର ଉପାସ୍ୟ ଦେବତାଙ୍କର ଗୁଣଗାନ କରିଥାଏ
କୌଣସି ଦେବୀ, ଦେବତାଆଦିଙ୍କ ଉପରେ ଜଳ,ଫୁଲ ଚଢ଼ାଇ ବା ତାଙ୍କ ଆଗରେ କିଛି ରଖି କରାଯାଉଥିବା ଧାର୍ମିକ କାର୍ଯ୍ୟ
କୌଣସି କଥାର ଇଚ୍ଛା ବା

Example

ମନ୍ଦିରରେ ଭକ୍ତଗଣ ବନ୍ଦନାରେ ବ୍ୟାପୃତ ଥାଆନ୍ତି
ଈଶ୍ୱରଙ୍କ ପୂଜାରେ ମନକୁ ଶାନ୍ତି ମିଳେ
ଆଜିକାଲି ବଜାରରେ ନୁଆ ନୂଆ ଜିନିଷର ଚାହିଦା ବଢ଼ୁଛି
ସେ ହନୁମାନ ଭକ୍ତ
ସେ ପ୍ରତିଦିନ ସକାଳେ ଉଠି ଜପ କରେ
ଟଙ୍କାପାଇଁ ରାମ ତା ମାଲିକକୁ କରିଥିବା ଅନୁରୋଧ