Home Oriya Odia Dictionary

Download Oriya Odia Dictionary APP

Precaution Oriya Odia Meaning

ସତର୍କତା, ସାବଧାନତା

Definition

ଦୋଷ, ପାପ, ଦୁଷ୍କର୍ମ ଏବଂ ଖରାପ ଠାରୁ ଦୂରରେ ରହିବାର କ୍ରିୟା
ବିପତ୍ତି, ଆକ୍ରମଣ, ହାନି, ଓ ସର୍ବନାଶରୁ ବଞ୍ଚେଇବା ପ୍ରକ୍ରିୟା
ସାବଧାନ ବା ସତର୍କ ରହିବା ଅବସ୍ଥା ବା ଭାବ
ସ୍ୱାସ୍ଥ ଖରାପ କରୁଥିବା ଗତିବିଧିଗୁଡ଼ିକ

Example

ସେ ଅତ୍ୟଧିକ କଥାବାର୍ତ୍ତା ନକରି ସଂଯମ ରକ୍ଷା କରେ
ବିପଦରେ ସେ ନିଜର ରକ୍ଷାପାଇଁ ଭଗବାନଙ୍କୁ ପ୍ରାର୍ଥନା କଲା
ରାସ୍ତା ପାରିହେବା ସମୟରେ ସାବଧାନତା ଅବଲମ୍ବନ