Home Oriya Odia Dictionary

Download Oriya Odia Dictionary APP

Predicative Oriya Odia Meaning

ବିଧେୟାତ୍ମକ

Definition

ବ୍ୟାକରଣରେ ଉଦ୍ଦେଶ୍ୟକୁ ଛାଡ଼ି ବାକ୍ୟର ଯେଉଁଅଂଶରେ ଉଦ୍ଦେଶ୍ୟ ବିଷୟରେ କିଛି କୁହାଯାଇ ଥାଏ ଓ ସେଥିରେ କ୍ରିୟା ବି ଥାଏ
ବିଧେୟ ସମ୍ବନ୍ଧିତ ବା ବିଧେୟର

Example

ରାମ ଗୋଟିଏ ଭଲ ପିଲା-ଏଥିରେ "" ଗୋଟିଏ ଭଲ ପିଲା""ବିଧେୟ
ବାଳକ ସୁନ୍ଦର""ବାକ୍ୟରେ ସୁନ୍ଦର ପଦ ବିଧେୟାତ୍ମକ ବିଶେଷଣ