Preference Oriya Odia Meaning
ଅଭିରୁଚି, ଅଭିଳାସ, ଆଗ୍ରହ, ପ୍ରବୃତ୍ତି, ସ୍ପୃଋହା
Definition
ଶ୍ରେଷ୍ଠ ବା ମୁଖ୍ୟହେବାର ଅବସ୍ଥା ବା ଭାବ
ମନକୁ ଭଲ ଲାଗିବା ଭାବ
ଯେ କୌଣସି ବିଶେଷ ଗୁଣ ଆଦି କାରଣରୁ କାହାରିକୁ ଭଲ ଲାଗନ୍ତି
ମହତ୍ତ୍ବ ବା ଆବଶ୍ୟକତା କ୍ରମରେ ନିର୍ଦ୍ଧାରିତ ସ୍ଥିତି
Example
ସେ ତା’ର ରୁଚି ଅନୁସାରେ ହିଁ କିଛି କାମ କରିଥାଏ
ସଚିନ ହେଉଛନ୍ତି ମୋର ପସନ୍ଦ / ଆପଣ ନିଜ ପସନ୍ଦର ଜିନିଷ କିଣନ୍ତୁ
ଏହି ପଦପାଇଁ ଆପଣଙ୍କ ଚୟନ ପ୍ରଶଂସାଯୋଗ୍ୟ
ଆରବିଆଇର ବଡ ପ୍ରାଥମିକତା ହେଉଛି ମହଙ୍ଗା ଦରକୁ ନିୟନ୍ତ୍ରଣ କରିବା
People in Oriya OdiaSpring in Oriya OdiaPerson in Oriya OdiaCommission in Oriya OdiaAtmospherical in Oriya OdiaSingle in Oriya OdiaIntrigue in Oriya OdiaSymptomless in Oriya OdiaJocularity in Oriya OdiaMotorcar in Oriya OdiaMember Of Parliament in Oriya OdiaAmbition in Oriya OdiaDiss in Oriya OdiaGamy in Oriya OdiaCarved in Oriya OdiaAwful in Oriya OdiaTemblor in Oriya OdiaFly in Oriya OdiaDiverting in Oriya OdiaUncommon in Oriya Odia