Home Oriya Odia Dictionary

Download Oriya Odia Dictionary APP

Preoccupied Oriya Odia Meaning

ଧ୍ୟାନନିଷ୍ଠ, ଧ୍ୟାନମଗ୍ନ, ଧ୍ୟାନସ୍ଥ, ଧ୍ୟାନୀ

Definition

ଯାହାଙ୍କ ଚିତ୍ତ ବ୍ୟାକୁଳ ବା ଯିଏ ବ୍ୟସ୍ତ ହୋଇଯାଇଛି
ଯିଏ ବହୁତ ଉତ୍‌କଣ୍ଠିତ
ଧ୍ୟାନ କରିବାବାଲା ବା ଧ୍ୟାନରେ ମଗ୍ନ ଥିବା
କୌଣସି କାମ ବା କଥାପାଇଁ ହଇରାଣ ହେଉଥିବା ବ୍ୟକ୍ତି
ଯେ ଧ୍ୟାନରେ ମଗ୍ନ

Example

ପରୀକ୍ଷାରେ ଉଦ୍‌ବିଗ୍ନ ଛାତ୍ରମାନଙ୍କୁ ଅଧ୍ୟାପକ ମହୋଦୟ ବୁଝାଉଥିଲେ
କୌଣସି ବି କଥାପାଇଁ ଏତେ ଶୀଘ୍ର ଆତୁରହେବା ଉଚିତ୍‌ ନୁହେଁ
ଧ୍ୟାନୀ ବ୍ୟକ୍ତିମାନଙ୍କ ଧ୍ୟାନଦ୍ୱାରା ବହୁତ ଯଥାର୍ଥ କଥାର ପତ୍ତା ଜଣାଯାଏ
ଧ୍ୟାନମଗ୍ନ ଋଷିଙ୍କ