Home Oriya Odia Dictionary

Download Oriya Odia Dictionary APP

Prepare Oriya Odia Meaning

ଆୟୋଜନ କରିବା, ଉଦ୍ୟତହେବା, ଖାଦ୍ୟ ତିଆରି କରିବା, ଖାଦ୍ୟ ରାନ୍ଧିବା, ତତ୍ପର ହେବା, ତାଲିମକରାଯିବା, ତିଆରି କରିବା, ପ୍ରଶିକ୍ଷିତ କରାଯିବା, ପ୍ରସ୍ତୁତ ହେବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା, ଯୋଗ୍ୟକରାଯିବା, ରାନ୍ଧିବା, ରୋଷେଇ କରିବା

Definition

ଅସ୍ତିତ୍ୱକୁ ଆଣିବା
ଘର ବା କାନ୍ଥ ଆଦି ତିଆରି କରିବା
କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା
ଭବିଷ୍ୟତରେ କୌଣସି ଭୂମିକା ବା କାର୍ଯ୍ୟପାଇଁ (କାହାରିକୁ)ପ୍ରସ୍ତୁତ କରିବା

Example

ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି