Home Oriya Odia Dictionary

Download Oriya Odia Dictionary APP

Presentation Oriya Odia Meaning

ନିର୍ଣ୍ଣୟ, ନିର୍ବାହ, ପରିଚୟ, ପ୍ରତିପାଦନ, ପ୍ରସ୍ତୁତି, ପ୍ରସ୍ତୁତିକରଣ, ମୀମାଂସନ, ସମ୍ପାଦନ

Definition

ବସ୍ତୁ, ଶକ୍ତିଆଦି ଦେଖାଇବା କ୍ରିୟା
ଧୁମଧାମ୍‌ରେ ହେଉଥିବା କୌଣସି ସାର୍ବଜନୀନ, ବଡ଼, ଶୁଭ ବା ମଙ୍ଗଳ କାର୍ଯ୍ୟ
ଭୋଜି ବା ଉତ୍ସବ ପାଳନ ନିମନ୍ତେ ଯେଉଁ ଦିନ ବା ସମୟ ଅଲଗା ରଖାଯାଇଥାଏ
ଜନତାଙ୍କୁ ନିଜର ଅସନ୍ତୋଷ,ଦୁଃଖ ଆଦି ଜଣାଇବା ନିମନ୍ତ

Example

ରାମ ମେଳାରେ ହାତତିଆରି ବସ୍ତୁଗୁଡ଼ିକ ପ୍ରଦର୍ଶନ କରୁଥିଲା
ଶିଶୁଦିବସ ଅବସରରେ ଆମ ସ୍କୁଲରେ ଏକ ସମାରୋହର ଅୟୋଜନ କରାଯାଇଛି
ଇଦ ଉତ୍ସବ ପୁଣି କେବେ ଆସିବ?
କମ୍ପାନୀର କର୍ମଚାରୀମାନେ ଆଜି ଅସନ୍ତୋଷ ପ୍ରଦର୍ଶନ କଲେ