Home Oriya Odia Dictionary

Download Oriya Odia Dictionary APP

Presenter Oriya Odia Meaning

ଆୟୋଜକ

Definition

ଯେ ସାକ୍ଷାତ ବା ଭେଟ କରେ
ପ୍ରସ୍ତୁତ କରୁଥିବା ବ୍ୟକ୍ତି
ଯେଉଁ ବ୍ୟକ୍ତି ଘୋଷଣା କରନ୍ତି
ଘୋଷଣା କରୁଥିବା ବ୍ୟକ୍ତି

Example

ମନ୍ତ୍ରିଙ୍କ ଘରେ ସାକ୍ଷାତକାରୀଙ୍କ ଭିଡ଼ ଲାଗିଛି
ଆୟୋଜକଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟକ୍ରମ ବିଳମ୍ବ ହେଲା
ସେ ଆକାଶବାଣୀର ଜଣେ ଉଦ୍‌‌ଘୋଷକ ଥିଲେ
ଆମେ ଦୁଃଖପ୍ରକାଶ କରୁଛୁ ଯେ ଘୋଷଣାକାରୀ ବ୍ୟକ୍ତିଙ୍କ ଅନୁପସ୍ଥିତିଯୋଗୁଁ ସମ୍ମିଳନୀ ଠିକ ସମୟରେ ଆରମ୍ଭ ହୋଇପାରିଲା ନାହିଁ