Home Oriya Odia Dictionary

Download Oriya Odia Dictionary APP

Preserve Oriya Odia Meaning

ଜୀବିତ ରଖିବା, ବଜାୟ ରଖିବା, ବଞ୍ଚାଇବା, ବଞ୍ଚେଇ ରଖିବା, ରକ୍ଷାକରିବା, ରହିବା, ସଜୀବ ରଖିବା, ସମ୍ଭାଳିବା, ସଂରକ୍ଷିତ କରିବା, ସୁରକ୍ଷିତ ରଖିବା

Definition

ଯାହାଙ୍କ ରକ୍ଷା କରାଯାଇଛି
ଯାହାର ଭଲ ଭାବରେ ରକ୍ଷା କରାଯାଇଥାଏ
ଯେ ଏଭଳି ସ୍ଥିତିରେ ଥାଏ ଯେପରିକି ତାର କୌଣସି ହାନି ହେବ ନାହିଁ
ଖରାପ ହେବାକୁ ନଦେବା
ଯେଉଁ ସ୍ଥାନରେ ପଶୁପକ୍ଷୀମାନଙ୍କ ସଂରକ୍ଷଣ କରାଯାଏ
ନଷ୍ଟ ବା

Example

ସେନାଦ୍ୱାରା ରାଷ୍ଟ୍ରର ସୀମା ଭଲଭାବେ ରକ୍ଷିତ
ଆପଣଙ୍କ ପୁଅ ମୋ ପାଖରେ ସୁରକ୍ଷିତ
ଅନ୍ଧାର ହେବା ପୂର୍ବରୁ ଆମେ ସୁରକ୍ଷିତ ସ୍ଥାନରେ ପହଞ୍ଚି ଯାଇଥିଲେ
ଆଚାର ତେଲରେ ବୁଡ଼େଇକି ରଖିଲେ