Home Oriya Odia Dictionary

Download Oriya Odia Dictionary APP

President Oriya Odia Meaning

ଅଧିଷ୍ଠାତା, ଅଧ୍ୟକ୍ଷ, ରାଷ୍ଟ୍ରପତି, ସଦର, ସଭାଧ୍ୟକ୍ଷ, ସଭାପତି

Definition

କୌଣସି ସଭା ବା ସଂସ୍ଥାଆଦିର ପ୍ରଧାନ
କୌଣସି ଆଧୁନିକ ପ୍ରଜାତାନ୍ତ୍ରିକ ରାଷ୍ଟ୍ରଦ୍ୱାରା ବଛାଯାଇଥିବା ସର୍ବପ୍ରଧାନ ଶାସକ

Example

ପଣ୍ଡିତ ରାମାନୁଜଙ୍କୁ ସର୍ବସମ୍ମତି କ୍ରମେ ଏହି ସଂସ୍ଥାର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି
ଡକ୍ଟର ରାଜେନ୍ଦ୍ର ପ୍ରସାଦ ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ