Home Oriya Odia Dictionary

Download Oriya Odia Dictionary APP

Prestige Oriya Odia Meaning

ଆଦର, ପ୍ରତିପତ୍ତି, ପ୍ରତିଷ୍ଠା, ମର୍ଯ୍ୟାଦା, ସମ୍ମାନ, ସ୍ଥିତି

Definition

ଖ୍ୟାତ ହେବାର ଅବସ୍ଥା ବା ଭାବ
ପ୍ରତିଷ୍ଠିତ ହେବାର ଅବସ୍ଥା ବା ଭାବ
ସ୍ଥାପନ ବା ପ୍ରତିଷ୍ଠା କରିବା କ୍ରିୟା

Example

ସଚିନ ତେନ୍ଦୁଲକର କ୍ରିକେଟ୍‌ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି
ଛକ ଉପରେ ଗାନ୍ଧିଜୀଙ୍କ ମୂର୍ତ୍ତିର ସ୍ଥାପନା ହେଲା
ପ୍ରତିଷ୍ଠାରେ ଚାରିଟି ବର୍ଣ୍ଣ ଥାଏ