Home Oriya Odia Dictionary

Download Oriya Odia Dictionary APP

Primal Oriya Odia Meaning

ପ୍ରଧାନ, ପ୍ରମୁଖ, ମୁଖ୍ୟ, ମୂଳ

Definition

କୌଣସି କାର୍ଯ୍ୟ, ଘଟଣା, ବ୍ୟାପାରଆଦିର ପ୍ରଥମ ଅଂଶ ବା ଭାଗ
କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
ଯାହା ବହୁତଦିନ ତଳେ ଘଟିଥିଲା ବା ତିଆରି ହୋଇଥିଲା
ଯେ କୌଣସି କ୍ଷେତ୍ରର ମୁଖିଆ
ଭୂଇଁ ତଳେ ରହୁଥିବା ଗଛର ସେହି ଅଂଶ ଯାହାଦ୍ୱାରା ତାହା ଜଳ ଓ

Example

ଆରମ୍ଭ ଠିକ୍ ହେଲେ ଶେଷ ବି ଠିକ୍ ହେବ / ଏବେ ଆମେ ଏହି କାମକୁ ନୂଆ ଭାବେ ଆରମ୍ଭ କରିବୁ
ଏହା ମୋର ମୌଳିକ ରଚନା
ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
ଆୟୁର୍ବେଦରେ ବହୁତ ପ୍ରକାର ମୂଳର