Home Oriya Odia Dictionary

Download Oriya Odia Dictionary APP

Principal Oriya Odia Meaning

ପ୍ରଧାନ ଆଚାର୍ଯ୍ୟ, ପ୍ରଧାନ ଶିକ୍ଷକ, ମୁଖ୍ୟ ଶିକ୍ଷକ, ହେଡ୍ମାଷ୍ଟର

Definition

ଯେ କୌଣସି କ୍ଷେତ୍ରର ମୁଖିଆ
କୌଣସି ବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରେ ପ୍ରଧାନ
ପ୍ରଧାନାଚାର୍ଯ୍ୟ ପଦ
କୌଣସି ଘର, ଦଳ ବା ସମାଜଆଦିର ପ୍ରମୁଖ
କାହାରି ପାଖରେ ଥିବା ଅସଲ ଧନ କିମ୍ବା ଲାଭ ଆଦିପାଇଁ ବେପାରରେ ଲଗାଯାଉଥିବା ଧନ
ଯାହା ଆବଶ୍ୟକ ହୁଏ
ଯାହାକୁ ସବୁଠୁଁ ଅଧିକ ମହତ୍ତ୍ୱ ଦିଆଯାଏ
ଯାହା ବାକ୍ୟ

Example

ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
ପଣ୍ଡିତ ରାମ ମନୋହର ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ଅଟଳଜୀ ଭାଜପାର ମୁଖିଆ
ଆମ ଶରୀର ପାଞ୍ଚୋଟି ମୁଖ୍ୟ ତତ୍ତ୍ୱରେ ଗଠିତ ହୋଇଛି
ମୁଖ୍ୟ ତରଙ୍ଗ ଗୌଣ ତରଙ୍ଗଠାରୁ