Home Oriya Odia Dictionary

Download Oriya Odia Dictionary APP

Print Oriya Odia Meaning

ଚିତ୍ରିତ ବସ୍ତ୍ର, ଚିହ୍ନ, ଛପାଇବା, ଛାପା, ଛିଟ, ପ୍ରକାଶିତ କରାଇବା

Definition

ଦେଖାଯାଉଥିବା ବା ବୁଝିହେଉଥିବା ଏଭଳି ଲକ୍ଷଣ, ଯାହାଦ୍ୱାରା କୌଣସି ଜିନିଷ ଚିହ୍ନିହୁଏ ବା କୌଣସି କଥାର କିଛି ପ୍ରମାଣ ମିଳେ
ନିଜେ ନିଜେ ତିଆରି ହୋଇଥିବା ବା କୌଣସି ଜିନିଷର ସମ୍ପର୍କ ସଙ୍ଘର୍ଷ ବା ଚାପିବାଦ୍ୱାରା ପଡ଼ିଥିବା ଚିହ୍ନ
କୌଣସି

Example

ମରୁଭୂମିରେ ସ୍ଥାନେସ୍ଥାନେ ଓଟର ପାଦ ଚିହ୍ନ ପଡ଼ିଥିବା ଦେଖାଯାଏ
ଅନେକଥର ଧୋଇଲା ପରେ ବି ଏହି ଲୁଗାରେ ଲାଗିଥିବା ଦାଗ ଛାଡ଼ିଲା ନାହିଁ
ଆଜିର ଯୁବକମାନଙ୍କ ଉପରେ ପାଶ୍ଚାତ୍ୟ ସଭ୍ୟତାର ଅତ୍ୟଧିକ ପ୍ରଭାବ ପରିଲକ୍ଷିତ ହେଉଛି