Home Oriya Odia Dictionary

Download Oriya Odia Dictionary APP

Prior Oriya Odia Meaning

ମଠପତି, ମଠାଧିପତି, ମଠାଧୀକାରୀ, ମଠାଧୀଶ, ମହନ୍ତ

Definition

କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
କୌଣସି କାରଣରୁ ଯିଏ ପ୍ରଥମେ ଗୋଟିଏ ପଦରେ ଥିଲେ କିନ୍ତୁ ବର୍ତ୍ତମାନ ସେହି ପଦରେ ନାହାନ୍ତି
ଯିଏ ଆଗରେ ବା ଆଗ ଆଡ଼କୁ ଅଛି
କୌଣସି ମଠର ପ୍ରଧାନ ବ୍ୟକ୍ତି
ଆରମ୍ଭରେ
ସୂର୍ଯ୍ୟ ଉଦୟ ହେଉଥ

Example

ଆଜିର ସଭାରେ କେତେ ଭୂତପୂର୍ବ ମନ୍ତ୍ରୀ ମଧ୍ୟ ଭାଗନେବେ
ଏହି ଯାନର ଆଗପଟ ଭାଙ୍ଗିଯାଇଛି
ହରିଦ୍ୱାରରେ ମଠାଧୀଶମାନଙ୍କ ସମ୍ମିଳନୀ ହୋଇଥିଲା
ଯେକୌଣସି ଧାର୍ମିକ ଅନୁଷ୍ଠାନରେ ସର୍ବ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଏ
ଭାରତର ପୂର୍ବରେ ବଙ୍ଗୋପସାଗର
ମୁଁ ତାକୁ ପ୍ରଥମରୁ ଜାଣିଛି
ଭାରତର