Home Oriya Odia Dictionary

Download Oriya Odia Dictionary APP

Prize Oriya Odia Meaning

ଆଦର କରିବା, ଗୁଣବତ୍ତାଯୁକ୍ତ, ଗୁଣଯୁକ୍ତ, ଗୁଣାନ୍ବିତ, ଟ୍ରଫି, ଭଲ , ସମ୍ମାନ କରିବା

Definition

ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
କୌଣସି କାମପାଇଁ ଦିଆଯାଇଥିବା ସମ୍ମାନ ବା ବସ୍ତୁ ଇତ୍ୟାଦି
ଯାହାର କୌଣସି ରୋଗ ନାହିଁ ବା ଯାହାର ସ୍ୱାସ୍ଥ୍ୟ ଭଲ ଅଛି
ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍

Example

ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ବିଦ୍ୟାଳୟରେ ପୁରସ୍କାର ବିତରଣ କରାଯାଏ
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
ଗୁଣବତ୍ତାଯୁକ୍ତ ଉପକରଣ ମହଙ୍ଗା ହୋଇପାରେ କିନ୍ତୁ