Home Oriya Odia Dictionary

Download Oriya Odia Dictionary APP

Procedure Oriya Odia Meaning

କାର୍ଯ୍ୟାନୁଷ୍ଠାନ, କ୍ରିୟା, ପଦକ୍ଷେପ, ପଦ୍ଧତି, ପ୍ରକ୍ରିୟା, ପ୍ରଣାଳୀ, ବିହିତ ପଦକ୍ଷେପ

Definition

କୌଣସି ବସ୍ତୁ ହେବା, ତିଆରିହେବା ବା ବାହାରିବାର କ୍ରିୟା ବା ପ୍ରଣାଳୀ
କାମ କରିବା ବିଧି
କୌଣସି କାମ କରିବା ପ୍ରଣାଳୀ

Example

ୟୁରିଆର ପ୍ରସ୍ତୁତି ରାସାୟନିକ ପ୍ରକ୍ରିୟାରେ ହେଉଛି
ଆପଣ ଆପଣଙ୍କ କାର୍ଯ୍ୟ ବିଧିରେ କିଛି ପରିବର୍ତ୍ତନ ଆଣନ୍ତୁ
ଉକ୍ତ କାମରେ ଉନ୍ନତି ଆଣିବାପାଇଁ ଆମକୁ କାର୍ଯ୍ୟ ପ୍ରଣାଳୀ ପରିବର୍ତ୍ତିନ କରିବାକୁ ପଡ଼ିବ