Procession Oriya Odia Meaning
ଆବିର୍ଭାବ, ପ୍ରକଟନ, ପ୍ରକଟୀକରଣ
Definition
ବିଶେଷକରି ପ୍ରଦର୍ଶନପାଇଁ କ୍ରମରେ ଆଗକୁ ବଢ଼ୁଥିବା ଲୋକଦଳ ବା ବାହନ ସମୁଦାୟ
ବିବାହ ସମୟରେ କିଛି ଲୋକ ବର ସହିତ କନ୍ୟାବାଲାଙ୍କ ସ୍ଥାନକୁ ଯାତ୍ରା କରିବାର କ୍ରିୟା
ପ୍ରଦର୍ଶନ ନିମନ୍ତେ ବହୁତ ଲୋକଙ୍କର କୌଣସି ଯାନସହିତ ବାହାରିବାର ପ୍ରକ୍ରିୟା
ଯେ
Example
ବିନା କାରଣରେ ପୋଲିସ ଶୋଭାଯାତ୍ରାକାରୀଙ୍କ ଉପରେ ଲାଠି ଚାର୍ଜ୍ କଲା
ସଂଧ୍ୟା ପାଞ୍ଚଟା ବେଳକୁ ଏଠାରୁ ବରଯାତ୍ରା ବାହାରିଲା
ରଥଯାତ୍ରା ଦିନ ପୁରୀରେ ଭଗବାନଙ୍କ ପଟୁଆର ବାହାରେ
ବରଯାତ୍ରୀ ଧର୍ମଶାଳାରେ ରହିଛନ୍ତି
Shoot The Breeze in Oriya OdiaWorld-class in Oriya OdiaInstantaneously in Oriya OdiaThai in Oriya OdiaIdleness in Oriya OdiaDubitable in Oriya OdiaAmbidextrous in Oriya OdiaCuriosity in Oriya OdiaTicket in Oriya OdiaYesteryear in Oriya OdiaVirgin in Oriya OdiaTerrible in Oriya OdiaMatch in Oriya OdiaWash in Oriya OdiaTry Out in Oriya OdiaUpstart in Oriya OdiaTake Over in Oriya OdiaGrow in Oriya OdiaWhore in Oriya OdiaStay On in Oriya Odia