Proclamation Oriya Odia Meaning
ଘୋଷଣା
Definition
ଉଚ୍ଚସ୍ତରରୁ ଦିଆଯାଇଥିବା ସୂଚନା
ଢୋଲଆଦି ବଜାଇ କରାଯାଉଥିବା ରାଜକୀୟ ଘୋଷଣା ବା ଦିଆଯାଉଥିବା ସୂଚନା
ଚମଡ଼ା ମଡ଼ା ଯାଇଥିବା ଯେଉଁ ଛୋଟ ବାଦ୍ୟ ବଜାଯାଇ କୌଣସି କଥା ଘୋଷଣା କରାଯାଏ
ସାର୍ବଜନିକ ରୂପରେ ଘୋଷଣା ହୋଇଥିବା ଆଦେଶ, ସୂଚନାଆଦି ବା କୌଣସି କୁହାଯାଇଥିବା କଥାଆଦି
Example
ରାଜକୁମାରୀଙ୍କ ସ୍ୱୟମ୍ବର ସମ୍ପର୍କରେ ରାଜା ଡେଙ୍ଗୁରା ଦିଆଇଲେ
ଆଗକାଳରେ ଡେଙ୍ଗୁରା ବଜାଇ ଯେ କୌଣସି ଘୋଷଣା ଜଣାଇ ଦିଆ ଯାଉଥିଲା
A Good Deal in Oriya OdiaBloom in Oriya OdiaHide in Oriya OdiaCall in Oriya OdiaHollow in Oriya OdiaWeep in Oriya OdiaWell-favored in Oriya OdiaFlute in Oriya OdiaPlaster Over in Oriya OdiaDixie in Oriya OdiaBlabbermouth in Oriya OdiaFlick in Oriya OdiaTurkey in Oriya OdiaBurned-over in Oriya OdiaSpeech in Oriya OdiaManhood in Oriya OdiaSpin in Oriya OdiaGold Coast in Oriya OdiaObstructor in Oriya OdiaShrew in Oriya Odia