Home Oriya Odia Dictionary

Download Oriya Odia Dictionary APP

Produced Oriya Odia Meaning

ଜନିତ, ଜନ୍ୟ

Definition

ଯେ ଜନ୍ମ ନେଇଛି
ପାଖ ବା ସମ୍ମୁଖସ୍ଥ
କୌଣସି କାରଣରୁ ହେଉଥିବା ବା କାହାଦ୍ୱାରା ଉତ୍ପନ୍ନ କରାଯାଉଥିବା
କୌଣସି କାମ କରିବା ନିମନ୍ତେ ପ୍ରସ୍ତୁତ

Example

ଜନ୍ମିତ ପ୍ରାଣୀର ମୃତ୍ୟୁ ନିଶ୍ଚିତ
ଆଜି ଶ୍ରେଣୀର ଉପସ୍ଥିତ ଛାତ୍ର ସଂଖ୍ୟା କମ୍‌ ଥିଲା
ମେଲେରିଆ ଏକ ମଶାଜନିତ ରୋଗ
ମଞ୍ଜୁଳା କୌଣସି ବି କାମ କରିବା ନିମନ୍ତେ ସବୁ ବେଳେ ତତ୍ପର