Product Oriya Odia Meaning
ଉତ୍ପାଦନ, ଉତ୍ପାଦ୍ୟ, ଗୁଣନଫଳ, ତିଆରି
Definition
କୌଣସି କାର୍ଯ୍ୟ ଶେଷରେ ଏହାର ଫଳ ସ୍ୱରୂପ ହେଉଥିବା କଥା
ପ୍ରକୃତିରୁ ଉତ୍ପନ୍ନ କରାଯାଉଥିବା ବା ମଣିଷଙ୍କଦ୍ୱାରା ତିଆରି ହେଉଥିବା ଜିନିଷ
ଗୋଟିଏ ସଂଖ୍ୟାକୁ ଅନ୍ୟ ସଂଖ୍ୟାରେ ଗୁଣନ କଲେ ମିଳୁଥିବା ଫଳ
Example
ତାଙ୍କ କାର୍ଯ୍ୟର ପରିଣାମ ବହୁତ ଖରାପ ହେଲା
ଆଜିକାଲି ପ୍ରତ୍ୟେକ କମ୍ପାନୀ ନିଜନିଜର ନୂଆ ନୂଆ ଉତ୍ପାଦନ ବଜାରକୁ ଛାଡୁଛନ୍ତି
ଦୁଇ ଏବଂ ତିନିର ଗୁଣନ ଫଳ ଛଅ
Prove in Oriya OdiaParies in Oriya OdiaOpera Glasses in Oriya OdiaAthletic in Oriya OdiaSecernment in Oriya OdiaBed in Oriya OdiaWashing Soda in Oriya OdiaArise in Oriya OdiaCarousel in Oriya OdiaUnwilled in Oriya OdiaRest House in Oriya OdiaDread in Oriya OdiaTemperate in Oriya OdiaLine Drawing in Oriya OdiaManor Hall in Oriya OdiaSympathiser in Oriya OdiaIlx in Oriya OdiaGuru Nanak in Oriya OdiaDouse in Oriya OdiaArmoured in Oriya Odia