Home Oriya Odia Dictionary

Download Oriya Odia Dictionary APP

Production Oriya Odia Meaning

ଉତ୍ପାଦନ, ଉତ୍ପାଦ୍ୟ, ତିଆରି

Definition

ପ୍ରକୃତିରୁ ଉତ୍ପନ୍ନ କରାଯାଉଥିବା ବା ମଣିଷଙ୍କଦ୍ୱାରା ତିଆରି ହେଉଥିବା ଜିନିଷ
କିଛି ଉତ୍ପନ୍ନ କରିବାର କ୍ରିୟା
ପ୍ରସ୍ତୁତ କରିବାର ପ୍ରକ୍ରିୟା
ପ୍ରସ୍ତୁତ କରିବା କ୍ରିୟା

Example

ଆଜିକାଲି ପ୍ରତ୍ୟେକ କମ୍ପାନୀ ନିଜନିଜର ନୂଆ ନୂଆ ଉତ୍ପାଦନ ବଜାରକୁ ଛାଡୁଛନ୍ତି
ଗତ ବର୍ଷ ଅପେକ୍ଷା ଏ ବର୍ଷ ଶସ୍ୟର ଉତ୍ପାଦନ ବୃଦ୍ଧି ହୋଇଛି
ନାଟକର