Home Oriya Odia Dictionary

Download Oriya Odia Dictionary APP

Prohibition Oriya Odia Meaning

ନିଶାନିବାରଣ, ନିଷେଧ, ପ୍ରତିବନ୍ଧ, ବନ୍ଦ, ବାରଣ , ମନା

Definition

କୌଣସି କାମ ବା କଥା କରିବାନିମନ୍ତେ ବାରଣ
ଅନୁମତିର ଅଭାବ ବା ଅନୁମତିହୀନ ହେବାର ଭାବ

Example

ବିଚାରାଳୟର ଆଦେଶରେ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ନିଷେଧ
ଅନୁମତିହୀନତା କାରଣରୁ ମୁଁ ପ୍ରତିଯୋଗିତାରେ ଭାଗ ନେଇପାରିଲିନାହିଁ