Home Oriya Odia Dictionary

Download Oriya Odia Dictionary APP

Propagandist Oriya Odia Meaning

ପ୍ରଚାରକ

Definition

କୌଣସି କାର୍ଯ୍ୟ, ବସ୍ତୁଆଦିର ପ୍ରଚାର କରୁଥିବା ବ୍ୟକ୍ତି
ପ୍ରଚାର କରିବା ବ୍ୟକ୍ତି
କୌଣସି ସିଦ୍ଧାନ୍ତ, ମତ, ବା ବିଚାରକୁ ସଂଗଠିତ ରୂପେ ପ୍ରଚାର କରିବା ବ୍ୟକ୍ତି

Example

ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରଚାରକମାନେ ଦଳ ଦଳ ହୋଇ ଗ୍ରାମରେ ବୁଲୁଥିଲେ
ଜଣେ ପ୍ରଚାରକ ନେତା ଗାଁ ଗାଁ ବୁଲି ନିଜ ଦଳପାଇଁ ପ୍ରଚାର କରୁଛି
ମତଦାନ ପୂର୍ବରୁ ପ୍ରଚାରକ ଗାଁ ଗାଁ ବୁଲି