Home Oriya Odia Dictionary

Download Oriya Odia Dictionary APP

Proudly Oriya Odia Meaning

ଅଭିମାନପୂର୍ବକ, ଅଭିମାନରେ

Definition

ଅଭିମାନର ସହିତ
ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ
କୌଣସି ବସ୍ତୁ ବା କଥା ସମ୍ପର୍କରେ ମନରେ ଉଠୁଥିବା ଏହି ଭାବ ଯାହାଦ୍ୱାରା ମହତ୍ତ୍ୱ ପ୍ରାପ୍ତି ହୁଏ ବା ଗର୍ବ କରାଯାଏ

Example

ସେ ସଭାରେ ଅଭିମାନପୂର୍ବକ କହିଚାଲିଥିଲା
ସବୁବେଳେ ଗର୍ବରେ ଛାତି ଫୁଲେଇ ଚାଲୁଥିବା ସାହୁକାରକୁ ଆଜି ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଲା/ ଆମେ ଆଜି ଆମ ଦେଶକୁ ନେଇ ଗର୍ବ କରୁଛୁ