Home Oriya Odia Dictionary

Download Oriya Odia Dictionary APP

Provoke Oriya Odia Meaning

ପୀଡିତ କରିବା, ହଇରାଣ କରିବା

Definition

କାହାକୁ ଉତ୍ତେଜିତ କରିବା
କାହାକୁ ହଇରାଣ କରିବା
ଅପ୍ରସନ୍ନ ହେବା
କାହାରିକୁ କୌଣସି ବସ୍ତୁଆଦିରେ ଖୋଳତାଡ଼ କରିବା
କିଛି ଏଭଳି କାମ କରିବା ଯେପରି ସମ୍ମୁଖରେ ଥିବା ଲୋକ

Example

ରାମୁ ମୋତେ ଟିହାଇଲା ଆଉ ମୁଁ ଶ୍ୟାମ ସହିତ ଲଢ଼ିବସିଲି
କୃଷ୍ଣ ଗୋପୀମାନଙ୍କୁ ବିରକ୍ତ କରାଉଥିଲେ
ସେ କଥାକଥାରେ ଚିଡ଼ିଯାଏ
ସେ ସାପକୁ କେଞ୍ଚାକେଞ୍ଚି କରୁଥିଲା
ତାର ବାଜେ କଥାରେ ମୋତେ ରାଗ ମାଡ଼େ
ରମେଶ ତାର ଶାଳୀକୁ ଚିଡ଼ାଉଥିଲା
ରେଡ଼ିକୁ ମୋଡ଼ାମୋଡ଼ି କରନାହିଁ