Home Oriya Odia Dictionary

Download Oriya Odia Dictionary APP

Pulsate Oriya Odia Meaning

ସ୍ପନ୍ଦିତ ହେବା

Definition

କୌଣସି ଅଙ୍ଗରେ ହଠାତ ସ୍ଫୁରଣ ହେବା
ଧକ୍‌ ଧକ୍‌ କରିବା ବା ସ୍ପନ୍ଦିତ ହେବା
ଭୟ, ଦୂର୍ବଳତା, ଜ୍ୱର ଆଦି କାରଣରୁ ହୃଦୟ ଧକ୍‌ଧକ୍‌ କରିବା ସ୍ପନ୍ଦିତ ହେବା
ଧଡ଼ଧଡ଼ ଶବ୍ଦ ହେବା

Example

ମୋର ଆଖି ଡେଉଁଛି
ସାଧାରଣ ଲୋକର ହୃଦୟ ମିନିଟକୁ ପ୍ରାୟ ବାସ୍ତରିଥର ସ୍ପନ୍ଦିତ ହୁଏ
କ୍ରୋଧିତ ହେଲେ ହୃଦୟ ଜୋରରେ କମ୍ପିତ ହୁଏ
ରକ୍ତପ୍ରବାହ କାରଣରୁ ହୃଦୟ ଧଡ଼ଧଡ଼ ହୁଏ