Home Oriya Odia Dictionary

Download Oriya Odia Dictionary APP

Pumpkin Oriya Odia Meaning

କଖାରୁ, କୁଷ୍ମାଣ୍ଡ

Definition

ଏକପ୍ରକାର ଲତାର ଫଳ ଯାହାକୁ ତରକାରୀ କରାଯାଏ
ଗୋଟିଏ ପ୍ରକାରର ଫଳ ଯାହାକୁ ତରକାରିରେ ବ୍ୟବହାର କରାଯାଏ
ଯେଉଁ ଫଳ ତରକାରି ହୁଏ
ଗୋଲ ବା ଲମ୍ବା ଫଳ ଫଳୁଥିବା ଏକ ପ୍ରକାର ଲଟା

Example

ସେ ଲାଉ ତରକାରୀ ବଡ଼ ଆଗ୍ରହରେ ଖାଏ
କିଛି ଲୋକ କଖାରୁ ତରକାରି ବହୁତ ଆଗ୍ରହରେ ଖାଆନ୍ତି
ଜମିରେ କଖାରୁ ଏବେ ଫଳିଲାଣି
ଲାଉଲଟାରେ ବହୁତ ଫଳ ଧରିଛି