Home Oriya Odia Dictionary

Download Oriya Odia Dictionary APP

Pundit Oriya Odia Meaning

ଜ୍ଞାନୀ, ପଣ୍ଡିତ, ବିଦ୍ବାନ

Definition

ହିନ୍ଦୁମାନଙ୍କର ଚାରିବର୍ଣ୍ଣ ମଧ୍ୟରୁ ପ୍ରଥମ ବର୍ଣ୍ଣର ମନୁଷ୍ୟ
ଯେ ବହୁତ ବେଶି ପାଠ ପଢ଼ିଛି
ହିନ୍ଦୁମାନଙ୍କ ଚାରି ବର୍ଣ୍ଣ ମଧ୍ୟରେ ପ୍ରଥମ ବର୍ଣ୍ଣ ବା ଜାତି ଯାହାଙ୍କର ମୁଖ୍ୟ କାମ ପଢ଼ିବା, ପଢ଼ାଇବା,ଯଜ୍ଞ ଓ ଜ୍ଞାନ

Example

ଆଜିର ସଭାରେ କେହିଜଣେ ବିଦ୍ୱାନ‌ ବ୍ୟକ୍ତି ଭାଷଣ ଦେଇଥିଲେ
ବ୍ରାହ୍ମଣ ନିଜ କର୍ମଠାରୁ ପ୍ରତିଦିନ ଦୂରେଇ ଯାଉଛନ୍ତି
ଭାରତ ପ୍ରଥମରୁ ହିଁ ବିଦ୍ୱାନମାନଙ୍କ ଦେଶ
ପ୍ରତି ବେଦର ଏକ ବା ଏକାଧିକ ବ୍ରାହ୍ମଣ ରହିଛି