Home Oriya Odia Dictionary

Download Oriya Odia Dictionary APP

Pupil Oriya Odia Meaning

ଆଖିତାରା, କନୀନିକା, ଛାତ୍ରୀ, ତାରା, ନେତ୍ର ପିତୁଳା, ପିତୁଳା, ବିଦ୍ୟାର୍ଥିନୀ

Definition

ଯେ ବିଦ୍ୟା ଅଧ୍ୟୟନ କରେ
ଆଖି ମଝିର କଳା ଭାଗ
ଆଖି ପିତୁଳାର ମଝିରେ ଥିବା ବିନ୍ଦୁ
ଲୁଗା, ପ୍ଲାଷ୍ଟିକଆଦିର ଯେଉଁ ଖେଳନାରେ ଛୋଟ ଛୁଆମାନେ ଖେଳନ୍ତି

Example

ଏହି ଶ୍ରେଣୀରେ ପଚିଶ ଜଣ ଛାତ୍ର ପଢ଼ନ୍ତି
ପିତୁଳା ଆଖିର ଏକ ସମ୍ବେଦନଶୀଳ ଏବଂ ମହତ୍ତ୍ୱପୂର୍ଣ୍ଣ ଅଂଶ
ଆଖିତାରା କ୍ଷତିଗ୍ରସ୍ତ ହୋଇଯିବାପରେ ବ୍ୟକ୍ତି ଅନ୍ଧ ହୋଇଯାଏ
ଛୁଆମାନେ ଖେଳନାରେ ଖେଳୁଛନ୍ତି