Home Oriya Odia Dictionary

Download Oriya Odia Dictionary APP

Purify Oriya Odia Meaning

ପରିଷ୍କାର, ବିଶୋଧନ, ଶୋଧନ

Definition

ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍‌ ଭଲ
ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
ଯେ ଧର୍ମ ଅନୁସାରେ ଶୁଦ୍ଧ ବା ମହତ୍ତ୍ୱଯୁକ୍ତ
ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
ଯାହା ଭୁଲ୍ ନୁହେଁ

Example

ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍‌
କାଶୀ ଏକ ପବିତ୍ର ସ୍ଥାନ
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ