Home Oriya Odia Dictionary

Download Oriya Odia Dictionary APP

Purity Oriya Odia Meaning

ଖାଣ୍ଟି, ପବିତ୍ରତା, ପାବନତା, ପାବନତ୍ବ, ବିଶୁଦ୍ଧତା, ବିଶୁଦ୍ଧି, ଶୁଚିତା, ଶୁଦ୍ଧତା

Definition

ବିଶୁଦ୍ଧ ହେବାର ଅବସ୍ଥା ବା ଭାବ
ସ୍ୱଚ୍ଛ ହେବାର ଅବସ୍ଥା ବା ଭାବ
ଧର୍ମ ଅନୁସାରେ ପବିତ୍ର ହେବାର ଅବସ୍ଥା ବା ଭାବ

Example

ବଣିଆ ସୁନାକୁ ଦେଖି ହିଁ ତାର ବିଶୁଦ୍ଧତା ଯାଞ୍ଚ କରିନିଏ
ଗଙ୍ଗାଜଳର ପବିତ୍ରତାରେ କୌଣସି ସନ୍ଦେହ ନାହିଁ