Home Oriya Odia Dictionary

Download Oriya Odia Dictionary APP

Purr Oriya Odia Meaning

ଘଡଘଡ, ଘଡଘଡ ହେବା, ଘରଘର, ଘରଘର ହେବା, ଘୁଡୁଘୁଡୁ କରିବା, ଚଡଚଡ ହେବା

Definition

ଯେ କୌଣସି ସ୍ଥାନରୁ ଉତ୍ପନ୍ନ ହେଉଥିବା ଘରଘର ଶବ୍ଦ
କୌଣସି ବସ୍ତୁ ଘରଘର ବା ଘୁରଘୁର ଶବ୍ଦ କରିବା
ବିଲେଇର ରଡ଼ି ବା ବିଲେଇ କରୁଥିବା ଶବ୍ଦ
ବିଲେଇ ଆଦିର ଗଳାରୁ ସୃଷ୍ଟି ହେଉଥିବା ଏକ କମ୍ପନ ଶବ୍ଦ
ବିଲେଇ ଆଦି ଘୁଡ଼ୁଘୁଡ଼ୁ ଶବ୍ଦକର

Example

ମେସିନରୁ ହିଁ ଘରଘର ଶବ୍ଦ ଆସୁଛି
ଆମ ରେଡ଼ିଓ ଖରାପ ହୋଇଯାଇଥିବାଯୋଗୁଁ ଚଡ଼ଚଡ଼ ହେଉଛି
ବିଲେଇର ମ୍ୟାଉଁ ମ୍ୟାଉଁ ଶବ୍ଦ ଶୁଣି ରାମ କବାଟ ଖୋଲିଦେଲା
ପିଲାଟି ବିଲେଇର ଘୁଡ଼ୁଘୁଡ଼ୁ ଶବ୍ଦ ଶୁଣି ଡରିଗଲା
ବିଲେଇ ଘୁଡ଼ୁଘୁଡ଼ୁ କରୁଛି